ଭାରତ ଫେରିଲେ ଦୁବାଇ ଜେଲରେ ଥିବା ୪ ବନ୍ଦୀ

ଡେସ୍କ: ହତ୍ୟା ଅଭିଯୋଗରେ ଦୁବାଇ ଜେଲରେ ୨୦୦୫ରୁ ବନ୍ଦୀ ଥିବା ତେଲେଙ୍ଗାନାର ୫ ଭାରତୀୟଙ୍କ ମଧ୍ୟରୁ ୪ ଜଣ ମୁକ୍ତ ହୋଇ ଭାରତ ଫେରିଛନ୍ତି। ଶିବରାତ୍ରୀ ରବି, ଶିବରଥୀ ମଲ୍ଲେଶ, ଶିବରଥୀ ହନୁମାନଥୁ, ନାମପଲ୍ଲୀ ଭେଙ୍କଟ ଓ ଦଣ୍ଡୁଗ୍ଲା ଲକ୍ଷ୍ମଣଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିବା ବେଳେ ପରେ ଏହାକୁ ବୃଦ୍ଧି କରି ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା। ବିରୋଧୀ ମେଣ୍ଟ ଭାଙ୍ଗିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ବ୍ୟବହାର କରୁଛି ବିଜେପି Related Posts … Continue reading ଭାରତ ଫେରିଲେ ଦୁବାଇ ଜେଲରେ ଥିବା ୪ ବନ୍ଦୀ