ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ

ଡେସ୍କ: ଭାରତର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ ଓଡ଼ିଶା ଗସ୍ତରେ ଆସି ଆସନ୍ତା ଶନିବାର ଦିନ କଟକ ଜୁଡିସିଆଲ ଏକାଡେମୀରେ ଏକ ଜାତୀୟ କର୍ମଶାଳାରେ ଯୋଗ ଦେବେ। ତାଙ୍କ ସହ ସୁପ୍ରିମକୋର୍ଟର ପ୍ରାୟ ୬ ଜଣ ବିଚାରପତି ଏବଂ ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦ଜଣ ମୁଖ୍ୟ ବିଚାରପତି ଓ ବିଚାରପତି ଏହି ଜାତୀୟ କର୍ମଶାଳାରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

Comments are closed.