www.samajalive.in
Sunday, December 14, 2025
16.1 C
Bhubaneswar

ଚୌଦ୍ୱାର ରାସ୍ତାରେ ଚାଲିଲା ବନ୍ୟାଜଳ

ଚୌଦ୍ୱାର: ମହାନଦୀର ବନ୍ୟାଜଳ ଏହାର ଶାଖାନଦୀ ବିରୂପାରେ ପବେଶ କରି ବନ୍ୟା ପରିସ୍ଥିତି ସୃଷ୍ଠି କରିଛି। ବିରୂପାର ବନ୍ୟାପଣି ଚୌଦ୍ୱାର -ମଣ୍ଡାପଡ଼ା ରାସ୍ତାର ପୋଟଳେଇ ମନ୍ଦିର ପାଖରେ ବନ୍ଧ ଡେଇଁ ବହୁ ତଳିଆ ଅଞ୍ଚଳରେ ମାଡ଼ିବା ସହିତ ନଦୀବନ୍ଧ ରାସ୍ତା ଉପରେ ପାଣି ଚାଲିଥିବା ଦେଖିବାକୁ ମିଳିଛି।ଚୌଦ୍ୱାର ଲକ୍‍ ପୋଲ ନିକଟରେ ବନ୍ୟାଜଳ ଗ୍ରାମ ଭିତରକୁ ପଶିବା ସହିତ ବ୍ୟାରେଜ ରୋଡ଼ର ଲଞ୍ଚ ଘାଟ ନିକଟରେ ରାସ୍ତା ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ଏଥି ସହିତ ମହାନଦୀ କୂଳରେ ଥିବା ଚଷାପଡ଼ା, ଇନ୍ଦ୍ରାଣୀପାଟଣା,ମଣ୍ଡାପଡ଼ା ଆଦି ଗ୍ରାମରେ ବନ୍ୟଜଳ ପଶୁଥିବାରୁ ଲେକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହିରାକୁଦ ଜଳଭଣ୍ଡାରର ଆଉ ୧୦ଟି ଗେଟ ଖୋଲା ଯାଇଥିବାରୁ ମଙ୍ଗଳବାର ରାତିରେ ଅଧିକ ଜଳ ପ୍ରବେଶ କରିବାର ଆଶଂକା ଥିବାରୁ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories