www.samajalive.in
Friday, December 12, 2025
14.1 C
Bhubaneswar

ଚାରି ବର୍ଷର ଶିଶୁକୁ ପାଣିକୁ ଫୋପାଡିଲେ ବୃଦ୍ଧ

ସୋର : ଜଣେ ବୃଦ୍ଧ ଚାରି ବର୍ଷର ଶିଶୁକୁ ୨୦ ଫୁଟ ପାଣି ଖାତ ଭିତରକୁ ଫୋପାଡି ଦେଇଛନ୍ତି। ଏପରି ଘଟଣା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି। ପାରିବାରିକ ହିଂସା କାରଣରୁ ବୃଦ୍ଧ ଜଣକ ଏପରି କାଣ୍ଡ ଘଟାଇଛନ୍ତି। ବୃଦ୍ଧ ଜଣକ ହେଉଛନ୍ତି ସୋର ଥାନା ମହୁମୁହାଣ ଗୁଡିଖାଳ ଗ୍ରାମର ମାଗୁଣି ନାୟକ। ମାଗୁଣି ବୁଧବାର ଦିନ ୧୧ଟା ସମୟରେ ସେହି ଗ୍ରାମର ତପନ କଟୁଆଳଙ୍କ ଚାରିବର୍ଷର ପୁଅ ଲାଲ ମୋହନଙ୍କୁ ପାଣି ଭିତରକୁ ଫୋପାଡି ଦେଇଥିଲେ। ଶିଶୁକୁ ଅଚେତ ଅବସ୍ଥାରେ ଚାରି ଜଣ ନାବାଳକ ପାଣିରୁ ଉଦ୍ଧାର କରିଥିଲେ। ତାଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରାଯାଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories