ବିଶ୍ୱ ନେତାଙ୍କୁ ଟପିଲେ ମୋଦୀ, ୨ କୋଟି ଟପିଲା ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବର
ଡେସ୍କ: ଆଜି ଛତିଶଗଡ଼ ସୁରଗୁଜା ଜିଲା ଅନ୍ତର୍ଗତ ଅମ୍ବିକାପୁରରେ ୩.୩ ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଆଜି ଅପରାହ୍ନ ୨ଟା ୫୦ ମିନିଟ ୪୫ ସେକେଣ୍ଡରେ ଅମ୍ବିକାପୁରର ଠାରୁ ୧୩୨ କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମରେ ୪ କିଲୋମଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଛି।
Earthquake of Magnitude:3.3, Occurred on 26-12-2023, 14:50:45 IST, Lat: 24.19 & Long: 82.57, Depth: 4 Km ,Location: 132km NNW of Ambikapur, Chhattisgarh, India for more information Download the BhooKamp App https://t.co/kelSvTRrq7 @KirenRijiju @moesgoi @Dr_Mishra1966 @Ravi_MoES pic.twitter.com/NfezdMq3Ct
— National Center for Seismology (@NCS_Earthquake) December 26, 2023



