www.samajalive.in
Saturday, December 6, 2025
16.1 C
Bhubaneswar

ଏହି ଅଭ୍ୟାସ ଥିଲେ : କରନ୍ତି ବହୁତ ଟଙ୍କା ରୋଜଗାର 

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟଙ୍କର ଏଭଳି କେତେକ ଅଭ୍ୟାସ ବିଷୟରେ କହିଛନ୍ତି,ଯେଉଁ କାରଣରୁ ମନୁଷ୍ୟକୁ ଟଙ୍କା ରୋଜଗାର କ୍ଷେତ୍ରରେ ସଫଳତା ମିଳିଥାଏ। ଏଭଳି କେତେକ ଅଭ୍ୟାସ ରହିଛି,ଯାହା ମନୁଷ୍ୟକୁ ଉନ୍ନତିର ଶିଖରରେ ପହଞ୍ଚାଇଥାଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବାନୁଯାୟୀ,ମନୁଷ୍ୟକୁ ସର୍ବଦା ସକାଳ ସମୟରେ ଶେଯ ତ୍ୟାଗ କରିବା ଆବଶ୍ୟକ। ଯେଉଁମାନେ ସର୍ବଦା ବ୍ରହ୍ମ ମୂହୁର୍ତ୍ତରେ ଉଠନ୍ତି ସେମାନେ ସର୍ବଦା ସଫଳତା ପାଇଥାଆନ୍ତି।

- Advertisement -

ଏମାନେ ସର୍ବଦା ସକରାତ୍ମକ ରହିଥାଆନ୍ତି। ସକରାତ୍ମକ ବ୍ୟବହାର ଦ୍ୱାରା ଉନ୍ନତି ଓ ସଫଳତା ମିଳିଥାଏ।

ମନୁଷ୍ୟକୁ ସର୍ବଦା ପ୍ରତ୍ୟେକ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ଆଳସ୍ୟ କରିବା ଉଚିତ ନୁହେଁ।

ନିଜର ଲକ୍ଷ୍ୟ ବିଷୟରେ ଅନ୍ୟ କାହାରିକୁ ଜଣାନ୍ତୁ ନାହିଁ। ଅନ୍ୟକୁ ଜଣାଇବା ଦ୍ୱାରା ଏହା ସମ୍ପୂର୍ଣ୍ଣ ହେବାର ସମ୍ଭାବନା ଖୁବ କମ୍‌‌ ଥାଏ।

 

 

 

 

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories