ଜୟପୁର ରାମଗଡ଼ ଗାଁର ଦଶ ମୁଦୁଲିଙ୍କୁ ପାହଡ଼ ଉପରୁ ୫ କିମି ପର୍ଯ୍ୟନ୍ତ ଝୋଲାରେ ଅଣାଯାଇଥିଲା। ସେଠାରୁ ଏକ ମୋଟର ସାଇକେଲ୍‍ରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା।

0
Leave A Reply