ଅଟୋରୁ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନା ଚେନ୍ ଲୁଟ୍

ସମ୍ବଲପୁର : ଅଟୋରୁ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ । ଧନୁପାଲି ଥାନା ଗୋବିନ୍ଦତଲା ନିକଟରେ ଘଟିଛି ଏମିତି ଘଟଣା । ଟଙ୍କା ଉଠାଇ ଅଟୋରେ ଆସୁଥିବା ସମୟରେ ତଳେ ଟଙ୍କା ପଡ଼ିଛି କହି ଅଟୋ ଡ୍ରାଇଭରକୁ ଚକ୍‌ମା ଦେଇ ଝାମ୍ପିନେଲା ଦୁର୍ବୃତ୍ତ । ଘଟଣା ନେଇ ଧନୁପାଲି ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏନେଇ ଛାନଭିନ୍ କରୁଛି ।

Comments are closed.