www.samajalive.in
Saturday, December 6, 2025
16.1 C
Bhubaneswar

ରାଜ୍ୟରେ ବଢିଲା ବସ୍ ଭଡା

ଭୁବନେଶ୍ବର: ତୈଳ ଦର ବୃଦ୍ଧି ପରିପ୍ରେକ୍ଷିରେ ଶନିବାର ରାଜ୍ୟରେ ବସ ଭଡା ବୃଦ୍ଧି ପାଇଛି । ଅର୍ଡିନାରୀ ଓ ଏକ୍ସପ୍ରେସ ବସ ଭଡା କିମି ପିଛା ୨ ପଇସା ଲେଖାଏଁ ବୃଦ୍ଧି ପାଇଥିବା ବେଳେ  ଡିଲକ୍ସ ଓ ଏସି ଡିଲକ୍ସ କିମି ପିଛା ୪ ପଇସାକୁ ବୃଦ୍ଧି ପାଇଛି । ପୂର୍ବରୁ ଅର୍ଡିନାରୀ ବସ ଭଡା କିମି ପିଛା ୭୦ ପଇସା ଥିବା ବେଳେ ୨ ପଇସା ବୃଦ୍ଧି ପାଇ ୭୨ ପଇସା ହୋଇଛି । ସେହିପରି ଏକ୍ସପ୍ରେସ ବସ ଭଡା କିମି ପିଛା ୭୩ ପଇସା ପୂର୍ବରୁ ଥିବା ବେଳେ ଆଜି ୭୫ ପଇସାକୁ ବୃଦ୍ଧି ପାଇଛି ।

ପୂର୍ବରୁ ଡିଲକ୍ସ ବସ ଭଡା କିମି ପିଛା ୧ଟଙ୍କା ୦୧ପଇସା ଥିବା ବେଳେ ଆଜି ୪ ପଇସା ବୃଦ୍ଧି ହୋଇ ୧ଟଙ୍କା ୦୫ପଇସା ହୋଇଛି । ସେହିପରି ପୂର୍ବରୁ ଏସି ଡିଲକ୍ସ ବସ କିମି ପିଛା ୧ଟଙ୍କା ୨୩ ପଇସା ଭଡା ଥିବା ବେଳେ ତାହା ୧ଟଙ୍କା ୨୭ପଇସା ବୃଦ୍ଧି ପାଇଛି ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories