www.samajalive.in
Sunday, December 7, 2025
23.1 C
Bhubaneswar

ବୌଦ୍ଧ ଫ୍ରେଣ୍ଡସିପ କ୍ଲବର ବାର୍ଷିକ ବୈଠକ

ବୌଦ୍ଧ: ଫ୍ରେଣ୍ଡସିପ କ୍ଲବ୍ ବୌଦ୍ଧର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି ଏଥିରେ ୨୦୨୦-୨୧ ବର୍ଷରେ ହୋଇଥିବା ବିଭିନ୍ନ କାର୍ୟ୍ୟକ୍ରମ ବାବଦରେ ଆଲୋଚନା ହେବା ସହିତ, ଆଗାମୀ ଦିନରେ ସମାଜର ହିତରେ କାର୍ୟ୍ୟକ୍ରମକୁ ହାତକୁ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ଶିକ୍ଷା ଶିଶୁ ମାନଙ୍କ ପାଖରେ ପହଞ୍ଚାଇବା, କରୋନାର ତୃତୀୟ ଲହରର ସଚେତନତା, ସ୍ୱାସ୍ଥ୍ୟ ସେବା, କ୍ରିଡ଼ା ପ୍ରତି ଗୁରୁତ୍ବ ଦେବାର କାର୍ୟ୍ୟକ୍ରମ ହାତକୁ ନେବା ପାଇଁ ସର୍ବ ସମ୍ମତିରେ ବୈଠକରେ ଆଲୋଚନା ହୋଇଥିଲା।

ଏଥିରେ ପ୍ରତିଷ୍ଠାତା ତଥା ସମ୍ପାଦକ ତୋଫାନ ପରିଡ଼ା ସଭାପତିତ୍ବ କରିଥିଲା ବେଳେ ସହ-ସମ୍ପାଦକ ସମ୍ୟକ୍ ନାୟକ, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବଡମାଳି, ବଟକୃଷ୍ଣ ଅଗ୍ରୱାଲ, ସୁବ୍ରତ କୁମାର ପୁରୋହିତ, ଅଂଶୁମାନ ହୋତା, ରଶ୍ମି, ରିତିକ ସାମଲ, କଲ୍ୟାଣ ମହାପାତ୍ର, ଜ୍ଞାନପ୍ରକାଶ ପାଣିଗ୍ରାହୀ, ପ୍ରିତମ, ଜିତେନ୍ ପାତ୍ର, ଶ୍ୟାମ ମିର୍ଦ୍ଧା, ରାମଚନ୍ଦ୍ର ସେଠୀ, ଘାଷିରାମ ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories