www.samajalive.in
Sunday, December 14, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ – ୟେଦିୟୁରପ୍ପାଙ୍କ ହେଲିକପ୍ଟର ଅବତରଣ ବେଳେ ପ୍ଲାଷ୍ଟିକ୍ ବ୍ୟାଗ କେମିତି ହେଲା ବାଧକ

କାଲାବୁର୍ଗି- କର୍ଣ୍ଣାଟକର କାଲାବୁର୍ଗିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପାଙ୍କ ହେଲିକପ୍ଟର ଅବତରଣ କରିବା ବେଳେ ହେଲିପ୍ୟାଡରେ ପଡିଥିବା ପ୍ଲାଷ୍ଟିକ୍‌ ବ୍ୟାଗ ଯୋଗୁଁ ଅସୁବିଧା । ହେଲିକପ୍ଟର ଅବତରଣ କରିବା ପୂର୍ବରୁ ପ୍ଲାଷ୍ଟିକ୍‌ ବ୍ୟାଗ ଗୁଡିକ ଏଣେ ତେଣେ ଉଡିଥିଲା । ଏହି ସମୟରେ ହେଲିକପ୍ଟର ଅବତରଣ ବେଳେ ଅସୁବିଧା ହୋଇଥିଲା ।

ପାଇଲଟ୍‌ ତୁରନ୍ତ ହେଲିକପ୍ଟରକୁ ଅବତରଣ ନକରି ଉପରକୁ ନେଇଥିଲେ । ହେଲିକପ୍ଟର କିଛି ସମୟ ଆକାଶରେ ଉଡିଥିଲା । ସେଠାରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀ ମାନେ ଲୋକ ଲଗାଇ ପ୍ଲାଷ୍ଟିକ୍‌ ବ୍ୟାଗ ସଫା କରିଥିଲେ । ଏହାର କିଛି ସମୟ ପରେ ୟେଦୁରପ୍ପାଙ୍କ ହେଲିକପ୍ଟର ସେଠାରେ ସୁରକ୍ଷିତ ବାବେ ଅବତରଣ କରିଥିଲା ।

- Advertisement -

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories