ପଦ୍ମପୁର: ଡକାୟତି ଯୋଜନା ବେଳେ ୪ଜଣଙ୍କୁ ଗିରଫ କରିଛି ପୁଲିସ। ପଦ୍ମପୁର-ବରଗଡ ରାସ୍ତା ଚଣ୍ଡିପାଲି ନିକଟରୁ ଡକାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା। ୪ଜଣଙ୍କୁ ଗିରଫ କରିବା ସହ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଛୁରୀ, ଲୁହାରଡ୍, ବାଇକ୍ ଜବତ କରିଛି ପୁଲିସ।
Popular Categories



