ବ୍ରଜରାଜନଗର : ଆଜି ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ପ୍ରକ୍ରିିୟା ଜାରି ରହିଛି। ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡିର ଅଳକା ମହାନ୍ତି ୧୫,୬୦୮ ଭୋଟରେ ଆଗୁଆ ରହିଛନ୍ତି। ବିଜେଡିକୁ ୨୦,୮୨୦, ବିଜେପିକୁ ୫୨୧୨,କଂଗ୍ରେସକୁ ୩୫୬୦ ଭୋଟ୍ ମିଳିଛି।
ସୂଚନା ଯୋଗ୍ୟ, ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୪୭୩୩ଟି ଭୋଟ ପାଇଥିବା ବେଳେ ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୀୟ ସ୍ଥାନରେ ରହି୧୦୪୪ଟି ଭୋଟ ପାଇ ଥିଲେ । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ପୋଷ୍ଟାଲ ବାଲାଟ ଗଣତିରୁ ୧୦୧୪ଟି ଭୋଟ ପାଇଥିଲେ । ଦ୍ବିତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତି ଆଗୁଆ, ଦ୍ବିତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୧୦,୨୪୮, ବିଜେପି ୨୬୨୩ ଏବଂ କଂଗ୍ରେସ ୧୬୯୯ ଭୋଟ ମିଳିଥିଲ। ।
ବ୍ରଜରାଜନଗର ଉପନିର୍ବାଚନ ; ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡିର ଅଳକା ମହାନ୍ତି ଆଗରେ
Popular Categories



