www.samajalive.in
Saturday, December 6, 2025
15.1 C
Bhubaneswar

ବୌଦ୍ଧରେ ରାଷ୍ଟ୍ରିୟ ଲୋକଅଦାଲତ 

ବୌଦ୍ଧ : ବୌଦ୍ଧ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲା କୋର୍ଟ ପରିସରରେ ରବିବାର ଦିନ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲା ଦୌରାଜଜ ସୁଶ୍ରୀ ପ୍ରତିମା ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୨୭ ଗୋଟି ବିଚାରାଧିନ ମାମଲା, ମୋଟର ଦୁର୍ଘଟଣା ଜନିତ , ପାରିବାରିକ ମାମଲା, ଦେବାନୀ ମାମଲା ,ଚେକ ବାଉନସ ମାମଲା, ଓ ୧୨ ଗୋଟି ବ୍ୟାଙ୍କ ମାମଲା ଫଇସଲା କରାଯାଇଥିଲା। ଏଥିରେ ଜୋରିମୋନା ବାବଦକୁ ୨୨ଲକ୍ଷ ୯୬ ହଜାର ୧୭୪ ଟଙ୍କା ଆଦାୟ କରାଯାଇଥିଲା। ଏଥିରେ ସିଜିଏମ ହୃଷିକେଶ ଆଚାର୍ଯ୍ୟ, ରେଜିଷ୍ଟ୍ରାର ପ୍ରିତିଶ କୁମାର ରାଉତରାୟ, ସବ୍ଜଜ ଦୁର୍ବାସା ଦୁର୍ଗା, ଆଇନ ପ୍ରାଧିକରଣର ସଚିବ ଚରଣଜିତ ଓରାମ, ଏସଡିଜେଏମ ସୁମିତ୍ରା ସାହୁ ପ୍ରମୁଖ ଯୋଗଦେଇ ମାମଲା ଗୁଡିକ ଫଇସଲା କରିଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories