www.samajalive.in
Saturday, December 6, 2025
15.1 C
Bhubaneswar

ନୁଆଁଖାଇ ପରଦିନ ବୌଦ୍ଧଜିଲାକୁ ମିଳିଲା ସ୍ୱତନ୍ତ୍ର ଛୁଟି

ବୌଦ୍ଧ : ବୌଦ୍ଧ ଜିଲ୍ଳାପାଳ ସତ୍ୟରଂଜନ ସାହୁଙ୍କ ସୁପାରିଶ କ୍ରମେ ପଶ୍ଚିମ ଓଡିଶାର ପାରମ୍ପାରିକ ଗଣପର୍ବ ନୁଆଁଖାଇ ଉତ୍ସବର ପରଦିନ ବୌଦ୍ଧ ଜିଲାକୁ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା କରିଛନ୍ତି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୋଟିଫିକେସନ ନମ୍ବର ୩୪୦୭୦. ତା ୦୧.୧୧.୨୦୨୨ କ୍ରମେ ଉତରାଞ୍ଚଳ ରାଜସ୍ୱ କମିଶନରଙ୍କ ସାଧାରଣ ଏବଂ ବିବିଧ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୪୬୦୧,ତା ୧୨.୫.୨୩ରେ ବୌଦ୍ଧଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି। ଏହାଦ୍ୱାରା ଜିଲାବାସୀ ଦୁଇଦିନ ଧରି ଧୁମଧାମରେ ନୁଆଁଖାଇ ସହିତ ଭେଟଘାଟ ପର୍ବ ପାଳନ କରି ପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories