www.samajalive.in
Saturday, December 6, 2025
15.1 C
Bhubaneswar

ରାବଣ ବଧ ସହ ଉଦଯାପିତ ହେଲା ବହିରା ରାମଲୀଳା

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ନାଟ୍ୟ ପରିଷଦ ପକ୍ଷରୁ ୨୦୭ ତମ ଶ୍ରୀ ରାମଲୀଳା ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଶେଷ ଦିବସରେ ଶ୍ରୀରାମ ଓ ରାବଣ ସମର ଶୋଭାଯାତ୍ରା ପରେ ରାବଣ ବଧ ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ଶ୍ରୀରାମ ଚରିତ୍ରରେ ଶ୍ରବଣ ମହାକୁଡ,ଲକ୍ଷ୍ମଣ ରାଜେନ୍ଦ୍ର ନାଏକ,ସୀତା ନିରଂଜନ ପଣୁଆ,ହନୁମାନ ତ୍ରିପୁର ସାହୁ,ବିଭୀଷଣ ସ୍ୱାଧୀନ ଭୋକ୍ତା ଓ ରାବଣ ଚରିତ୍ରରେ ରଘୁନାଥ ମେହେର ନିଖୁଣ ଅଭିନୟ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories