ବୌଦ୍ଧ : ବୌଦ୍ଧ ଜଳ ଛାୟା ପ୍ରକଳ୍ପ କାର୍ଯ୍ୟାଳୟରେ ଫାର୍ମ ଫଣ୍ଡ କାମରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ବିଭାଗର ଏକ ଟିମ୍ ଜଳ ଛାୟା କାର୍ୟ୍ୟଳୟକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ବିଭାଗରେ ବିଭିନ୍ନ ଫାଇଲକୁ ଛାନଭିନ କରି ତଦନ୍ତ ଆରମ୍ଭ କରିଛି ବୋଲି ଡିଏସପି ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି।
Popular Categories



