ବୌଦ୍ଧ: ଓଡ଼ିଶା ଉଚ୍ଚ ନ୍ୟାୟଳୟର ୭୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ବୌଦ୍ଧ ଜିଲାର ଯୁବ ଆଇନଜିବୀ ପ୍ରିତମ ମିଶ୍ରଙ୍କୁ ପ୍ରୋମିଜିଙ୍ଗ ଲୟର ଅଫ ଦି ଇୟର ୨୦୨୧ ଭାବରେ ସମ୍ମାନୀତ କରାଯାଇଛି। ସମାରୋହରେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଏସ.ମୁରଲୀଧର ଶ୍ରୀ ମିଶ୍ରଙ୍କୁ ଉପଢୌକନ, ମାନପତ୍ର ଓ ସ୍ମାରକୀ ପ୍ରଦାନ କରି ସମ୍ମାନୀତ କରିଥିଲେ। ଶ୍ରୀ ମିଶ୍ର ବୌଦ୍ଧର ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ରଙ୍କ ପୁତ୍ର ଅଟନ୍ତି। ମୁଖ୍ୟ ବିଚାରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବାପରେ ବୌଦ୍ଧ ଜିଲାର ଆଇନଜିବୀ ମାନେ ପ୍ରିତମଙ୍କୁ ଶୁଭେଛା ଜଣାଇଛନ୍ତି।
Popular Categories



