www.samajalive.in
Wednesday, December 10, 2025
23.1 C
Bhubaneswar

ସାମ୍ବାଦିକ ବୋରିଆ ମଜୁମଦାର ୨ବର୍ଷ ପାଇଁ ବାସନ୍ଦ

ଡେସ୍କ: ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ବିସିସିଆଇ ୨ବର୍ଷ ପାଇଁ ବାସନ୍ଦ କରିଛି। ସେ ଭାରତୀୟ କ୍ରିକେଟ ଖେଳାଳି ତଥା ୱିକେଟ୍‍ କିପର ରିଦ୍ଧିମାନ ଶାହାଙ୍କୁ ଭୟ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ବିସିସିଆଇର ସର୍ବୋଚ୍ଚ ପରିଷଦ ଏହି ନିଷ୍ପତ୍ତି ନେଇଛି। ରିଦ୍ଧିମାନ ଶାହାଙ୍କ ଅଭିଯୋଗ ପରେ ଘଟଣା ଉପରେ ତଦନ୍ତ କରାଯାଇଥିଲା। ବୋର୍ଡ ଉପସଭାପତି ରାଜୀବ ଶୁକ୍ଳା, କୋଷାଧ୍ୟକ୍ଷ ଅରୁଣ ଧୁମାଲ, ସର୍ବୋଚ୍ଚ ପରିଷଦ ସଦସ୍ୟ ପ୍ରଭତେଜ ସିଂ ଭାଟିଆ ତଦନ୍ତକାରି ଗୋଷ୍ଠୀରେ ଥିଲେ। ବୋରିଆ ମଜୁମଦାରଙ୍କ ଉପରେ ଲାଗୁ ହୋଇଥିବା କଟକଣା ଅନୁସାରେ ଭାରତରେ କୌଣସି ମ୍ୟାଚ୍‍ ପାଇଁ ଖବର ଉପରେ ତାଙ୍କୁ ଶ୍ରେୟ ଦିଆଯିବ ନାହିଁ। ଏହାଛଡ଼ା ସେ କୌଣସି ଖେଳାଳିଙ୍କର ସାକ୍ଷାତକାର ନେଇପାରିବେ ନାହିଁ ଓ କ୍ରିକେଟ ବୋର୍ଡ କିମ୍ବା ଏହାର ଶାଖା ମଧ୍ୟକୁ ପ୍ରବେଶ ଅନୁମତି ପାଇବେ ନାହିଁ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories