www.samajalive.in
Saturday, December 6, 2025
26.1 C
Bhubaneswar

 କାବୁଲରେ ବିସ୍ଫୋରଣ ଘଟି ୩୨ ମୃତ ୧୨୮ ଗୁରୁତର

କାବୁଲ .- କାବୁଲରେ ବିସ୍ଫୋରଣ ଘଟି ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୮ ଜଣ ଗୁରୁତର ହୋଇଛନ୍ତି ।  କାବୁଲରେ ଏକ ଥାନା ନିକଟରେ ଜଣେ ଥାନା ଅଧିକାରୀଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଲୋକମାନେ ଏକାଠି ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଏହାପରେ ଅଧିକରୁ ଅଧିକ ଲୋକ ସେଠାରେ ଜମା ହୋଇଥିଲା ।

ଆଉ ଏକ ବସ୍ଫୋରଣକୁ ସପ୍ତାହ ପୂରି ନ ଥିବା ବେଳେ ପୁଣି ଏହି ବିସ୍ଫୋରଣ ହୋଇଛି । ସେହି ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା । ତାହା ଏକ ଆତ୍ମଘାତୀ ଆକ୍ରମଣ ଥିଲା । ଆଫଗାନିସ୍ଥାନର ଉତ୍ତରରେ ଏବେ ତାଲିବାନ୍‌ ଓ ସେନା ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି ।

- Advertisement -

ମଙ୍ଗଳବାରରେ ହୋଇଥିବା ବିସ୍ଫୋରଣରେ ଗୁରୁତରମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories