www.samajalive.in
Saturday, December 6, 2025
17.1 C
Bhubaneswar

ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି- ତୋମାର

ସମାଜ ଡିଜିଟାଲ ଡେସ୍କ: ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି ବୋଲି କହିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର । ଏପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନାହିଁ । ଶୁକ୍ରବାର ରାଜ୍ୟ ସଭାପତି ମନମୋହନ ଦେଇଥିବା ମନ୍ତବ୍ୟକୁ ଦୋହରାଇଛନ୍ତି ତୋମାର । ସେ କହିଛନ୍ତି ବିଧାନସଭାରେ ୮୦ରୁ ଅଧିକ ସିଟ୍‍ ଜିତି ସରକାର ଗଢିବୁ ଏବଂ ଲୋକସଭାରେ ୧୬ରୁ ଅଧିକ ସିଟରେ ବିଜୟୀ ହେବୁ । ଦିଲ୍ଲୀ ଯାଇଥିବା ୨ ବିଜେଡି ନେତାଙ୍କ ସହ ତାଙ୍କର ଭେଟ ହୋଇନଥିବା ସ୍ପଷ୍ଟ କରିଛନ୍ତି । ମେଣ୍ଟ କଥା ଯିଏ କହୁଛନ୍ତି ତାଙ୍କୁ ପଚରା ବୋଲି ତୋମାର ଗଣମାଧ୍ୟମରେ କହିଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories