ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନ ପାଇଁ ସାଂଗଠନିକ କାର୍ଯ୍ୟରେ ସହଯୋଗ ଲାଗି ୧୭ ଜଣ ନେତାଙ୍କୁ ନିଯୁକ୍ତ କରିଛି ବିଜେଡି। ସେମାନେ ହେଲେ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ମହେଶ ସାହୁ, ସୁମିତ୍ରା ଜେନା, ସୁଲୋଚନା ଦାସ, ସର୍ମିଷ୍ଠା ସେଠୀ, ମହିଧର ରଣା, ରଘୁରାମ ପଡ଼ାଲ, ମାନସ ମାଡ଼କାମୀ, ଝିନ ହିକକା, ସଦାନନ୍ଦ ମାରାଣ୍ଡି, ରୂପେଶ କୁମାର ପାଣିଗ୍ରାହୀ, ବେଣୁଧର ପ୍ରଧାନ, ଦେବାଶିଷ ପଟ୍ଟନାୟକ, ଈଶ୍ଵର ପାଣିଗ୍ରାହୀ, ସୁବ୍ରତ ସିଂହ ଏବଂ ଦୁଷ୍ମନ୍ତ ନାଏକ। ଏ ନେଇ ଦଳ ପକ୍ଷରୁ ଏକ ଆଦେଶନାମା ଜାରି ହୋଇଛି।
Popular Categories



