ଭୁବନେଶ୍ୱର : କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ସୋମବାର ବିଜୁ ଛାତ୍ର ଜନତା ଦଳ ‘ହକ ମାଗୁଛି ଓଡ଼ିଶା’ ଅଭିଯାନ ଆରମ୍ଭ କରିଛି। ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ପ୍ରତିବାଦରେ ଦଳ ରାଜଧାନୀର ଲୋୟର ପିଏମଜିରେ ଏହି ଅଭିଯାନ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ୨୦୧୪ ମସିହାରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ଭଳି ଅନ୍ୟାନ୍ୟ କେତେକ ଦାବି ନେଇ ଦଳ ଏହି ଅଭିଯାନ ଆରମ୍ଭ କରିଛି।
ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ପ୍ରତିବାଦରେ ବିଜୁ ଛାତ୍ର ଜନତା ଦଳର ‘ହକ ମାଗୁଛି ଓଡ଼ିଶା’ ଅଭିଯାନ
Popular Categories



