www.samajalive.in
Monday, December 8, 2025
13.1 C
Bhubaneswar

ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜନ୍ମ ଜୟନ୍ତୀ ପାଳିତ

କଲ୍ୟାଣସିଂହପୁର – ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ରେ କନ୍ଧକୁଳ ସମାଜ ପକ୍ଷରୁ ବିର୍ସା ମୁଣ୍ଡା ଙ୍କ ୧୪୮ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏଥିରେ ବରିଷ୍ଠ ସମାଜ ସେବୀ ବିନୋଦ ପେଦେଣ୍ଟି , ବୈଦ୍ୟନାଥ କାଡ୍ରାକା ପ୍ରମୁଖଙ୍କ ସହ କଲ୍ୟାଣସିଂହପୁର ବ୍ଲକ ର ସମସ୍ତେ କନ୍ଧକୁଳ ସମାଜ ର କର୍ମକର୍ତ୍ତା କନ୍ଧକୁଳ ସମାଜର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି ବିର୍ସା ମୁଣ୍ଡା ଙ୍କ ସାହସିକ ତା ଓ କାର୍ଯ୍ୟ କର୍ମ ଲୋକ ସାଂଗଠନିକ ଉପରେ ନିଜ ନିଜ ର ମତାମତ ପ୍ରକାଶ କରିଥିଲେ।

କନ୍ଧକୁଳ ସମାଜ ତରଫରୁ ଶ୍ରୀରାମ ନଗର କନ୍ଧକୁଳ ପଡ଼ିଆ ଠାରେ ବିର୍ସା ମୁଣ୍ଡାଙ୍କ ( ) ପ୍ରତିମୂର୍ତ୍ତି ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ କନ୍ଧ ସମାଜ ର ସମାଜ ସେବକ ମାନେ ନିଜସ୍ଵ ଅର୍ଥ ଦାନ କରି କନ୍ଧକୁଳ ସମାଜ କୁ ଦୃଢ଼ ମଜଭୁତ କରିବା ପାଇଁ ମତ ଦେଇଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories