କେନ୍ଦ୍ରାପଡ଼ା: ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। ଏଣ୍ଡର, ନରସିଂହପୁର, ତିଲଙ୍ଗରେ ବ୍ୟାପକ କୁକୁଡ଼ା ମରି ପଡ଼ିଥିବା ସୂଚନା ମିଳିଛି। ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତର ଅନେକ ଫାର୍ମରେ କୁକୁଡ଼ା ମରି ପଡ଼ିଛନ୍ତି। ଏହି ଅଞ୍ଚଳରେ ଥିବା ଅନେକ ଫାର୍ମରେ ବହୁ କୁକୁଡ଼ାଙ୍କ ମୃତ୍ୟୁ ହେଉଥିବାରୁ ଏଠାରେ ବାର୍ଡ ଫ୍ଲୁ ଆଶଙ୍କା କରାଯାଉଛି। ସ୍ଥାନୀୟ ପ୍ରଶାସନ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ନିବେଦନ କରାଯାଇଛି।
Popular Categories



