www.samajalive.in
Saturday, December 6, 2025
15.1 C
Bhubaneswar

ତାଳପଦରରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭୂମିପୂଜନ

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ଗ୍ରାମରେ ନିର୍ମିତ ହେବାକୁ ଥିବା କଲ୍ୟାଣ ମଣ୍ଡପ ପାଇଁ ଭୂମିପୂଜନ ହୋଇଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ୨୦ଲକ୍ଷ ବ୍ୟୟରେ ଏହି ମଣ୍ଡପ ନିର୍ମିତ ହେବ ବୋଲି ଜଣାଯାଇଛି। ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଏ.ବି.ଡ଼ି.ଓ ଉମାରାନୀ ଝାଙ୍କର, କନିଷ୍ଠ ଯନ୍ତ୍ରୀ ତରଣୀସେନ ବରିହା, ସରପଞ୍ଚ ଦୁଲ୍ଲଭ ସେଠି, ଜି.ଆର୍‍.ଏସ୍‍ ପଞ୍ଚାନନ ରଣା, ଏକଲବ୍ୟ ରଣା, ବର୍ଷା ଦୀପ ଯୋଗଦାନ ଦେଇ ଭୂମିପୂଜନ କରିଥିଲେ। ଏହି ଭୂମିପୂଜନରେ ଜମି ଦାତା ସୁରେଶ ମିଶ୍ର ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories