www.samajalive.in
Saturday, December 6, 2025
26.1 C
Bhubaneswar

ବାତିଲ୍‌ ହେଲା ୮ ଟ୍ରେନ୍‌

ଭୁବନେଶ୍ୱର: ମାଲବାହୀ ଟ୍ରେନ୍‌ ଦୁର୍ଘଟଣା ପରେ ପୂର୍ବତଟ ରେଳବାଇ ପକ୍ଷରୁ ୮ଟି ଟ୍ରେନକୁ ବାତିଲ କରାଯାଇଛି । ଦିଆଯାଇଥିବା ସୂଚନା ଅନୁଯାୟୀ, ହାଓ୍ୱଡ଼ା-ଭୁବନେଶ୍ୱର ଜନ ଶତାଦ୍ଦୀ ଏକ୍ସପ୍ରେସ୍‌ ବାତିଲ ହୋଇଛି । ସେହିପରି ପୁରୀ- ହାଓ୍ୱଡ଼ା ଶତାଦ୍ଦୀ ଏକ୍ସପ୍ରେସ, ସାଲିମାର-ପୁରୀ ଏକ୍ସପ୍ରେସ, ପୁରୀ-ସାଲିମାର ଏକ୍ସପ୍ରେସ୍‌ ଓ ସାଲିମାର-ହାଇଦ୍ରାବାଦ୍‌ ଏକ୍ସପ୍ରେସକୁ ବାତିଲ କରିଛି ପୂର୍ବତଟ ରେଳବାଇ । ଅନ୍ୟପଟେ କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲକୁ ମଧ୍ୟ ବାତିଲ କରାଯାଇଛି । ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲକୁ ବାତିଲ କରାଯାଇଛି । ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲକୁ ବାତିଲ କରାଯାଇଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories