www.samajalive.in
Saturday, December 6, 2025
26.1 C
Bhubaneswar

ସମନ୍ୱୟ ଅଭାବରୁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି-ମେୟର

ଭୁବନେଶ୍ୱର: ରାଜଧାନୀରେ ବର୍ଷା ହେବା ମାତ୍ରେ ଜଳବନ୍ଦୀ ପରିସ୍ଥ୍‍ିତି ସୃଷ୍ଟି ହେବା ନେଇ ପ୍ର୍‍ତିକ୍ରିୟା ରଖିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଯେ ବିଭିନ୍ନ ବିଭାଗ ଭିତରେ ସମନ୍ୱୟ ଅଭାବ ରହିଛି । କେହି କାହା କାମ ସଠିକ୍‍ ଭାବେ ନକରିବାରୁ ଜଳବନ୍ଦୀ ସମସ୍ୟା ହେଉଛି । ସମ୍ବେଦନଶୀଳ ସ୍ଥାନରେ ପମ୍ପ ସେଟ୍‍ ରହିଥିବା ମେୟର କହିଛନ୍ତି । ପାଣି ଜମା ହେଉଥିବା ୧୨ଟି ମୁଖ୍ୟ ସ୍ଥାନ ଚିହ୍ନଟ କରାଯାଇଛି । ଜଳବନ୍ଦୀ ହେଉଥିବା କିଛି ସ୍ଥାନର ସ୍ଥାୟୀ ସମାଧାନ ଏକ ଲମ୍ବା ପ୍ରକ୍ରିୟା । ଜବରଦଖଲ ଉଚ୍ଛେଦ ସହ ନାଳ ସଫା, ୱାଲ୍‍ ମେଣ୍ଟନ୍‍ କରାଯାଉଥିବା ମେୟର କହିଛନ୍ତି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories