ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମାରିଜୁଆନା ଜତବ ହୋଇଛି । ବ୍ୟାଙ୍କକରୁ ଭୁବନେଶ୍ୱର ନେଇ ଆସିଥିଲେ ଜଣେ ଯୁବକ ଓ ଯୁବତୀ । ତାଙ୍କୁ ବିମାନବନ୍ଦରରେ ଧରିଲା କଷ୍ଟମ ବିଭାଗ । ଜବତ ମାରିଜୁଆନାର ଆନୁମାନିକ ମୂଲ୍ୟ ୪କୋଟି ହେବ ବୋଲି ସୂଚନା ମିଳିଛି ।
ବ୍ୟାଙ୍କକରୁ ଭୁବନେଶ୍ୱର ଆସିଲା ବେଳେ ବାନ୍ଧିଲା କଷ୍ଟମ ବିଭାଗ । ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା ଓ ପୂର୍ବରୁ ଏକାଧିକ ଥର ଏୟାରପୋର୍ଟରୁ ଜବତ ହୋଇଥିଲା ମାରିଜୁଆନା ।



