ଭୁବନେଶ୍ବର : ପୁଣି ଭିଜିବ ଓଡ଼ିଶା । ଆସୁଛି ଆଉ ଏକ ଲଘୁଚାପ। ଗତ କିଛି ଦିନ ଧରି ଶୁଖିଲା ପାଗ ରହି ଥିବାବେଳେ ୧୮ରେ ପୁଣି ଏକ ଲଘୁଚାପ ହେବ ବୋଲି ଭୁନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆଜି ବର୍ଷା ହେବା ନେଇ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ସମେତ ସମ୍ବଲପୁର, ବଲାଙ୍ଗିର ଭଳି ୧୬ ଜିଲାକୁ ସତର୍କ ସୂଚନା ଜାରି ହୋଇଛିା
Popular Categories



