www.samajalive.in
Saturday, December 6, 2025
14.1 C
Bhubaneswar

ଭୁଲ୍‌ ଅଲଟ୍ରାସାଉଣ୍ଡ ରିପୋର୍ଟ ପରେ ଶିଶୁ ମୃତ୍ୟୁରୁ ଉତ୍ତେଜନା

ଭଦ୍ରକ : ଭୁଲ୍‌ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ଶିଶୁର ମୃତ୍ୟୁ ଓ ମାଆ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକରେ ଘଟିଛି। ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ପରିବାର ଲୋକେ ଭଦ୍ରକ- ଚାନ୍ଦବାଲି ବାଇପାସ୍‌ ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ରାସ୍ତାରେ ଶିଶୁର ମୃତଦେହ ରଖି ଲୋକେ ପ୍ରତିବାଦ କରିଛନ୍ତି। ଶିଶୁର ମୃତ୍ୟୁ ସହ ମହିଳା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।
ସୂଚନାଯୋଗ୍ୟ, ଭଦ୍ରକର ତିହିଡି ବ୍ଲକର ଦୋଳ ସାହି ରାଢଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରିଙ୍କ ସ୍ତ୍ରୀ ବାଇପାସ୍‌ ସ୍ଥିତ ଏକ ଅଲଟ୍ରାସାଉଣ୍ଡ କେନ୍ଦ୍ରକୁ ଆସି ଅଲଟ୍ରାସାଉଣ୍ଡ କରିଥିଲେ। ରିପୋର୍ଟ ଠିକ୍‌ ଥିବା ଦର୍ଶାଯାଇଥିଲା। ମାତ୍ର ପରେ ମୃତ ପିଲା ଜନ୍ମ ହୋଇଥିଲା। ଏହାପରେ ପରିବାର ପକ୍ଷରୁ ଅଭିଯୋଗ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅଗଷ୍ଟ ୧ରୁ ବଡ ପରିବର୍ତ୍ତନ ; ବଦଳିବ ୟୁପିଆଇର ଏସବୁ ନିୟମ..

ଦେଖନ୍ତୁ ଭିଡିଓ ; ଚଳନ୍ତା ବାଇକ୍‌ରେ ସ୍ୱାମୀଙ୍କୁ ଚପଲରେ ପିଟିଲେ ସ୍ତ୍ରୀ..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories