www.samajalive.in
Saturday, December 6, 2025
16.1 C
Bhubaneswar

ବଦହଜମି ସମସ୍ୟା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

କଦଳୀ –
କଦଳୀରେ ଫାଇବର, ପୋଟାସିୟମ ଆଦି ଭରପୁର ମାତ୍ରାରେ ରହିଛି। ବଦହଜମି ହେବା ପରେ କଦଳୀ ଖାଇବା ଦ୍ୱାରା ଶରୀରକୁ ଯଥେଷ୍ଟ ପରିମାଣରେ ଶକ୍ତି ମିଳିଥାଏ। ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ –
ଫାଇବର ଯୁକ୍ତ ଖାଦ୍ୟ ସହଜରେ ହଜମ ହୋଇଥାଏ। ତେଣୁ ବଦହଜମି ହେବା ପରେ ଫାଇବର ଯୁକ୍ତ ଖାଦ୍ୟ ଯେପରି ଫଳ ମଧ୍ୟରେ ସେଓ ଓ ବିଟ ଖାଆନ୍ତୁ।
ମହୁ –
ମହୁରେ ଆଣ୍ଟିବ୍ୟାକ୍ଟେରିଅଲ ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ପାଚନ ତନ୍ତ୍ର ସଂକ୍ରମିତ ହୋଇନଥାଏ। ସ୍ୱାସ୍ଥ୍ୟ ଓ ପାଚନ ତନ୍ତ୍ର ପାଇଁ ଖୁବ ଲାଭଦାୟକ ଅଟେ।
ପାଣି ଓ ସୁପର ସେବନ କରନ୍ତୁ –
ବଦହଜମି ହେବା ପରେ ପାଣି ଓ ସୁପ ଜାତୀୟ ଖାଦ୍ୟର ଅଧିକ ସେବନ କରନ୍ତୁ। ଏପରି କରିବା ଦ୍ୱାରା ଶରୀରରେ ଜଳୀୟଅଂଶର ମାତ୍ରା ବୃଦ୍ଧି ପାଇଥାଏ। ଶରୀରକୁ ଯଥେଷ୍ଟ ପରିମାଣରେ ଶକ୍ତି ମିଳିଥାଏ। ଆମ ପାଚନ ତନ୍ତ୍ର ଉପରେ ଅଧିକ ପ୍ରଭାବ ପଡିନଥାଏ।
ଓଆରଏସ –
ବଦହଜମି ସମୟରେ ଯଥେଷ୍ଟ ପରିମାଣରେ ଓଆରଏସ ପିଇବା ଦ୍ୱାରା ଖୁବ ଲାଭଦାୟକ ହୋଇଥାଏ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories