www.samajalive.in
Saturday, December 6, 2025
16.1 C
Bhubaneswar

ଆଇପିଏଲ ଅନଲାଇନ ବେଟିଂ ; ୫ ଗିରଫ

ବ୍ରହ୍ମପୁର : ଆଇପିଏଲ ଅନଲାଇନ ବେଟିଂ କରୁଥିବା ୫ ଅଭିଯୁକ୍ତଙ୍କୁ ବ୍ରହ୍ମପୁରର ଗୋସାଇଁ ନୂଆଗାଁ ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ୫୬ ହଜାର ଟଙ୍କା, ୨୦୩ ଗ୍ରାମ ସୁନା ଅଳଙ୍କାର, ଏକ ଦାମୀ କାର, ୯ ଟି ମୋବାଇଲ ଜବତ ହୋଇଛି । ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଶି ହାଟର ଦିପୁ ନାହାକ(୩୨), କିଟୁ ରାଉତ(୩୬), ଅଶ୍ବିନୀ କୁମାର ପାତ୍ର (୩୧), ପ୍ରସନ୍ନ କୁମାର ସାହୁ (୩୮) ଓ ଗୋପୀନାଥ ମହାରଣା(୨୮) । ଏହି ଅଭିଯୁକ୍ତମାନେ କୋଲକାତାର ଜଣେ ଡିଷ୍ଟ୍ରିବୁଟର ଠାରୁ ଲାଇନ୍ ଆଣି ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ଅନଲାଇନ ବେଟିଂ ଚଳାଇଥିଲେ ବୋଲି ବ୍ରହ୍ମପୁର ଏସପି ଶ୍ରବଣ ବିବେକ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories