www.samajalive.in
Saturday, December 6, 2025
26.1 C
Bhubaneswar

୧୭ ଚୋରି ବାଇକ ଓ ୩୦ ସାଇକେଲ ଜବତ ; ୨ ଗିରଫ

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ପୁଲିସ ୨ ଜଣିଆ ଚୋର ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ୧୭ଟି ଚୋରି ବାଇକ୍ ଓ ସ୍କୁଟି ସହ ୩୦ଟି ଚୋରି ସାଇକେଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋଲାନ୍ଥରା ଥାନା ରଙ୍ଗିପୁରର ରବି ନାହକ (୧୯) ଓ ବିକାଶ ନାହକ (୧୯)। ଉଭୟ ଅଭିଯୁକ୍ତ ଅନେକ ଦିନ ଧରି ସହରର ବିଭିନ୍ନ ଛକ ସମେତ ପାର୍କିଂସ୍ଥଳ, ଏମକେସିଜି ମେଡିକାଲ ପରିସର, ଟିୟୁସନ ସମ୍ମୁଖ, ଲୋକଙ୍କ ଘର ସମ୍ମୁଖରୁ ବାଇକ୍ ଓ ସାଇକେଲ ଚୋରି କରୁଥିଲେ। ତେବେ ଜବତ ହୋଇଥିବା ବାଇକ୍ ମଧ୍ୟରୁ ଶନିବାର ଅଧିକାଂଶ ବାଇକକୁ ପ୍ରକୃତ ମାଲିକଙ୍କୁ ଡାକି ହସ୍ତାନ୍ତର କରାଯାଇଥିଲା।

ଭିଡିଓରେ ଦେଖନ୍ତୁ ; ସ୍କୁଟି ରଖି ଖାଇବା ପାଇଁ ଯାଇଥିଲେ ଆଳୁଚପ୍‌, ୫ ଲକ୍ଷର ଅଳଙ୍କାର ନେଇ ଚମ୍ପଟ ମାରିଲା ଚୋର..

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories