ଭିଡିଓରେ ଦେଖନ୍ତୁ ; ସ୍କୁଟି ରଖି ଖାଇବା ପାଇଁ ଯାଇଥିଲେ ଆଳୁଚପ୍‌, ୫ ଲକ୍ଷର ଅଳଙ୍କାର ନେଇ ଚମ୍ପଟ ମାରିଲା ଚୋର..

ପୁଣେ : ପୁଣେରୁ ଲୁଟପାତର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆଶ୍ଚର୍ଯ୍ୟ କରି ଦେବ । ଏକ ଲୁଟେରା ଜଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇ ଫେରାର ହୋଇଛି । ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। बैंक से निकले और भूख लगी तो रास्ते … Continue reading ଭିଡିଓରେ ଦେଖନ୍ତୁ ; ସ୍କୁଟି ରଖି ଖାଇବା ପାଇଁ ଯାଇଥିଲେ ଆଳୁଚପ୍‌, ୫ ଲକ୍ଷର ଅଳଙ୍କାର ନେଇ ଚମ୍ପଟ ମାରିଲା ଚୋର..