ବ୍ରହ୍ମପୁର : ଘର ଭିତରୁ ମହିଳାଙ୍କ ଗଳାକଟା ମୃତଦେହ ସୋମବାର ଉଦ୍ଧାର ହୋଇଛି । ନିମଖଣ୍ଡି ଥାନା ଶ୍ରୀନଗର ଲାଇନ୍-୨ରେ ଏହି ହତ୍ୟାକାଣ୍ଡ ଘଟିଛି । ଆକ୍ରମଣରେ ମହିଳାଙ୍କ ନାବାଳିକା ଝିଅ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।
ଦେଖନ୍ତୁ ଭିଡିଓ .. ବ୍ୟକ୍ତିଙ୍କ ପାଗଳାମି; ପ୍ରଖର ପାଣି ସୁଅରେ ନେଲେ ଟ୍ରାକ୍ଟର, ତା’ପରେ



