ଦେଖନ୍ତୁ ଭିଡିଓ .. ବ୍ୟକ୍ତିଙ୍କ ପାଗଳାମି; ପ୍ରଖର ପାଣି ସୁଅରେ ନେଲେ ଟ୍ରାକ୍ଟର, ତା’ପରେ

ନୂଆଦିଲ୍ଲୀ : ଦେଶର ଅନେକ ସ୍ଥାନରେ ଗତ କିଛି ଦିନ ଧରି ବନ୍ୟାର ପ୍ରକୋପ ସହ ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ଏହାସହ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅନେକ ସହର ପାଣିରେ ବୁଡି ରହିଥିବା ଖବର ସାମ୍ନାକୁ ଆସିଥିଲା । ଅନେକ ନଦୀରେ ଓ ବନ୍ଧମାନଙ୍କ ନିକଟରେ ଥିବା ସଡକ ପାଣିର ପ୍ରଖର ସ୍ରୋତ କାରଣରୁ ବୁଡି ରହିଥିଲା । ପ୍ରଶାସନର ଚେତାବନୀ ପରେ ମଧ୍ୟ କିଛି ଲୋକେ ପାଣିର ପ୍ରଖର ସ୍ରୋତ ସମୟରେ … Continue reading ଦେଖନ୍ତୁ ଭିଡିଓ .. ବ୍ୟକ୍ତିଙ୍କ ପାଗଳାମି; ପ୍ରଖର ପାଣି ସୁଅରେ ନେଲେ ଟ୍ରାକ୍ଟର, ତା’ପରେ