www.samajalive.in
Sunday, December 14, 2025
23.1 C
Bhubaneswar

ଅସ୍ତ୍ରବିରତି ପରେ ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା; ଯଦି ଇରାନ ପୁଣି ଉଲ୍ଲଘଂନ କରେ…

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅସ୍ତ୍ରବିରତି ଘୋଷଣା ପରେ ପ୍ରଥମ କରି ପ୍ରତିକ୍ରିୟା ରଖିଛି ଇସ୍ରାଏଲ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‍ ନେତାନ୍ୟାହୁ ଆଜି ଦେଶବାସୀଙ୍କୁ ଏକ ବାର୍ତ୍ତା ଦେଇଛନ୍ତି । ଇସ୍ରାଏଲ ପିଏମଓ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଇସ୍ରାଏଲୀ ସେନା ତା’ର ସମସ୍ତ ଲକ୍ଷ୍ୟ ହାସଲ କରିଛି । ଇରାନରେ କରାଯାଇଥିବା ସେନା ଅଭିଯାନର ଉଦ୍ଦେଶ୍ୟ ହାସଲକୁ ଦୃଷ୍ଟିରେ ରଖି, ଆମେ ଯୁଦ୍ଧ ବିରତି ପାଇଁ ରଙ୍କକ୍ସକ୍ଟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଚୁକ୍ତିରେ ଆମେ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରୁଛୁ । ଏହାସହିତ ଇସ୍ରାଏଲ ଚେତାବନୀ ଦେଇଛି ଯେ ଯଦି ଇରାନ ଦ୍ୱାରା ଯୁଦ୍ଧବିରତି ଯେକୌଣସି ପିରିସ୍ଥିତିରେ ଉଲ୍ଲଘଂନ କଲେ କଡା ଜବାବ ଦିଆଯିବ । ଯୁଦ୍ଧରେ ଜୀବନ ହାରିଥିବା ପରିବାରଙ୍କ ପ୍ରତି ସମବେଦନ ଜଣାଇବା ସହ ସେମାନଙ୍କ ସହିତ ରହିଥିବା ନେତାନ୍ୟାହୁ କହିଛନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories