www.samajalive.in
Sunday, December 14, 2025
16.1 C
Bhubaneswar

ହତ୍ୟା ଅଭିଯୁକ୍ତ ଗିରଫ ବେଳେ ମହିଳା କନେଷ୍ଟବଳଙ୍କୁ ଛୁରି ଭୁସିଦେଲା

ବେଙ୍ଗାଲୁର – ଗିରଫ ବେଳେ ମହିଳା କନେଷ୍ଟବଳଙ୍କୁ ଛୁରି ଭୁସିଦେଲା ଏକ ହତ୍ୟାକାଣ୍ଡରେ ଜଡିତ ଥିବା ଶେଖ ସରିଫ୍‌ ନାମ ଅଭିଯୁକ୍ତ । ମହିଳା ହେଡ୍‌ କନେଷ୍ଟବଳ ପୁଲିସ ଟିମ୍‌ ସହ ଏହି ହତ୍ୟା ଅଭିଯୁକ୍ତକୁ ଗିରଫ କରିବା ପାଇଁ ଯାଇଥିଲେ । ପୂର୍ବରୁ ଅଭିଯୁକ୍ତ ଜାମିନ୍‌ ପାଇ ବାହାରେ ଥିଲା । ମାତ୍ର ପରେ ଶୁଣାଣୀ ସମୟରେ ଅଦାଲତରେ ହାଜର ହୋଇ ନଥିଲା । ଅଭିଯୁକ୍ତକୁ ହାଜର କରିବା ପାଇଁ ପୁଲିସ୍‌କୁ ନିର୍ଦେଶ ଦିଆଯାଇଥିଲା ।

ତଦନ୍ତ ବେଳେ ପୁଲିସ ଅଭିଯୁକ୍ତ ଆଉ ଏକ ହତ୍ୟା କରିବା ପାଇଁ ଯୋଜନା କରୁଥିବା ଜାଣିବା ପାଇଁ ପାଇଥିଲା । ତାକୁ ଗିରଫ କରିବା ସମୟରେ ସେ ମହିଳା ହେଡ୍‌ କନେଷ୍ଟବଳଙ୍କୁ ଛୁରି ଭୁସି ଦେଇଥିଲା । ଛୁରାମାଡରେ ଗୁରୁତର ହୋଇଥିବା ମହିଳା କନେଷ୍ଟବଳଙ୍କ ନାମ ଭିନୁଥା । ତାଙ୍କୁ ୪୫ ବର୍ଷ ।

- Advertisement -

ଚିକିତ୍ସା ପରେ ଭିନୁଥାଙ୍କୁ ଘରକୁ ଯିବା ପାଇଁ ଦିଆଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories