www.samajalive.in
Friday, December 12, 2025
14.1 C
Bhubaneswar

ଶ୍ରେଣୀ ଗୃହରେ ପ୍ରଧାନ ଶିକ୍ଷକଙ୍କୁ ଛୁରି ଭୁଷି ହତ୍ୟା

ବେଙ୍ଗାଲୁରୁ : ସ୍କୁଲରେ ଛାତ୍ରଙ୍କୁ ପଢ଼ାଉଥିବାବେଳେ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା କରାଯାଇଛି। ରବିବାର ଆଗ୍ରାହାର ଦସାରହାଲିସ୍ଥିତ ହାଭାନର ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷକ ରଘୁନାଥ(୬୦) ଦଶମ ଶ୍ରେଣୀର ୨୦ଜଣ ଛାତ୍ରଙ୍କୁ ଡାକି ପରୀକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ପଢ଼ାଉଥିବାବେଳେ ୬ଜଣ ବ୍ୟକ୍ତି ହଠାତ୍‍ ଶ୍ରେଣୀଗୃହ ଭିତରକୁ ଧସେଇ ପଶି ପିଲାଙ୍କ ସମ୍ମୁଖରେ ତାଙ୍କୁ ପିଟିପିଟି ମାରି ଦେଇଛନ୍ତି। ପରେ ସେମାନେ ଏକ କାର୍‍ରେ ସ୍ଥାନ ଛାଡ଼ି ପଳାଇଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ସ୍କୁଲ ଜମିଜମା ବିବାଦ ରହିଥିବା ସନ୍ଦେହ କରାଯାଉଛି। ପୁଲିସ ମହାଲକ୍ଷ୍ମୀ ଅଞ୍ଚଳରୁ ସମ୍ପୃକ୍ତ ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗିରଫ କରିଥିବା ଜଣାଯାଇଛି। ସେ ଖସି ପଳାଉଥିବାବେଳେ ପୁଲିସ ଗୁଳିରେ ଆହତ ହୋଇଛି। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories