www.samajalive.in
Saturday, December 6, 2025
17.1 C
Bhubaneswar

କଳାରଙ୍ଗର କିସ୍‍ମିସ୍‍ ଖାଇଲେ ମିଳେ ଅନେକ ଲାଭ

ବିଭିନ୍ନ ରଙ୍ଗର କିସ୍‍ମିସ୍‍ ରହିଛି। ସେହିପରି ଭିନ୍ନ ରଙ୍ଗ କିସ୍‍ମିସ୍‍ର ଶରୀର ପାଇଁ ବିଭିନ୍ନ ଉପକାରୀ ଗୁଣ ରହିଛି। ଏହି ରଙ୍ଗ ମଧ୍ୟରେ ଲାଲ, ସୁନେଲି, ହାଲକା ସବୁଜ, ହଳଦିଆ ଓ କଳା। କଳା ଅଙ୍ଗୁରରୁ ପ୍ରସ୍ତୁତ କଳା କିସ୍‍ମିସ୍‍ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ।
କଳା କିସ୍‍ମିସ୍‍ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ।
କଳା କିସ୍‍ମିସ୍‍ କୁ ଭିଜାଇ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ।
ଏହାର ନିୟମିତ ସେବନ ଦ୍ୱାରା କେଶ ଘନ ଓ କଳା ହୋଇଥାଏ।
ନିୟମିତ ସେବନ ଦ୍ୱାରା ରକ୍ତର ଅଭାବ ଦୂର ହୋଇଥାଏ।
ଭିଜାଇଥିବା କିସ୍‍ମିସ୍‍ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
କଳା କିସ୍‍ମିସ୍‍ ଖାଇବା ଦ୍ୱାରା ମାଂସପେଶୀ ଓ ହାଡକୁ ମଜଭୂତ କରିଥାଏ।
ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ହୃଦୟ ଜନିତ ସମସ୍ୟା ଓ ରୋଗ ହେବାର ସମ୍ଭାବନା କମ ଥାଏ।
ଏଥିରେ ପ୍ରୋଟିନ୍‍ ,ଆଇରନ, ଭିଟାମିନ, କ୍ୟାଲସିୟମ, ପୋଟାସିୟମ, ମିନେରାଲ୍ସ ଓ ଫାଇବର ରହିଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories