ଭଡା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

0

ଭୁବନେଶ୍ୱର: ଖାରବେଳନଗର ୟୁନିଟ୍ ୪ ସ୍ଥିତ ଏକ ଭଡା ଘରୁ ଜଣେ ଯୁବକଙ୍କ ତଣ୍ଟିକଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ତାଙ୍କ ତଣ୍ଟି କାଟି ହତ୍ୟା କରିଥିବା ସନ୍ଦେହ କରାଯାଇଉଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ଖାରବେଳନଗର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply