ଭୁବନେଶ୍ୱର : ମଙ୍ଗଳବାର ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖାଯାଇଛି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସହ ଦୁଇଟି ଦାବି ନେଇ ଗୃହରେ ବିଜେପି ବିଧାୟକଙ୍କ ନାରାବାଜି କରିଛନ୍ତି। ହଟ୍ଟଗୋଳ ପରେ ଅପରାହ୍ଣ ୪ଟା ଯାଏଁ ବାଚସ୍ପପତି ପ୍ରମିଳା ମଲ୍ଲିକ ଗୃହକୁ ମୁଲତବି ଘୋଷଣା କରିଛନ୍ତି।
Popular Categories



