ପ୍ରେମ ଓ ପ୍ରତାରଣା କରି ଗିରଫ ହେଲେ ଏମସ ଡାକ୍ତର

ଭୁବନେଶ୍ବର: ପ୍ରେମ ଓ ପ୍ରତାରଣ କରି ଗିରଫ ହେଲେ ଏମସ ଡାକ୍ତର। ଭୁବନେଶ୍ବର ଏମସ୍‌ର ଜଣେ ଡାକ୍ତରଙ୍କୁ ଗିରଫ କଲା ପୁଲିସ। ହୃଦରୋଗ ବିଶେଷଜ୍ଞ ଡାକ୍ତର ଜୟଦୀପ ଦାସଗୁପ୍ତା ଗିରଫ। ଡାକ୍ତରଙ୍କୁ ଗିରଫ କଲା ମହିଳା ଥାନା ପୁଲିସ। ବାପାଙ୍କୁ ଚିକିତ୍ସା ଆଳରେ ଝିଅ ସହିତ ପ୍ରେମ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଡାକ୍ତରଙ୍କ ଦ୍ବାରା ଚିକିତ୍ସିତ ହେଉଥିବା ଯୁବତୀଙ୍କ ବାପା। ତାଙ୍କ ବାପାଙ୍କୁ ଡିସଚାର୍ଜ କରିବା ପାଇଁ ଝିଅଠାରୁ ଫୋନ ନମ୍ବର ଆଦାୟ କରିଥିଲେ ଡାକ୍ତର। ଏହାପରେ ସମ୍ପୃକ୍ତ ଯୁବତୀଙ୍କ ସହ ୨ ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିଲେ ଏବଂ ପରେ ପ୍ରତାରଣା କରିଥିଲେ।

Comments are closed.