www.samajalive.in
Saturday, December 6, 2025
15.1 C
Bhubaneswar

ଗଞ୍ଜେଇ ଭର୍ତ୍ତି କାର ଜବତ

ବାସୁଦେବପୁର : ପୁଲିସକୁ ମିଳିଛି ସଫଳତା । ଗଞ୍ଜେଇ ଭର୍ତ୍ତି କାରକୁ ବେତଡା ଗୋରୁହାଟ ନିକଟରୁ ଜବତ କରିଛି । ଏହି କାରବାରରେ ବ୍ୟବହୃତ ଗୋଟିଏ କାର ଓ ଗୋଟିଏ ମୋଟର ସାଇକେଲକୁ ଜବତ କରିଛି ପୁଲିସ । ୨୦କିଗ୍ରା ୫୩୫ଗ୍ରାମ ଗଞ୍ଜେଇ ଓ ନଗଦ ପଚାଶ ହଜାର ଟଙ୍କା ଜବତ କରାଯାଇଥିବା ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ଘଟଣାରେ ତିନି ଜଣ ଗିରଫ ହୋଇଥିବା ଜଣାପଡିଛି ।

ଲଘୁଚାପ ଅବପାତରେ ପରିଣତ ; ୨୩ ଯାଏଁ ବର୍ଷା, ଏସବୁ ସ୍ଥାନରେ ବର୍ଷିବ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories