BJD Bijuli 480×75 Mob

ବାଂଲା ନାଗରିକଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

BJD Bijuli 480×75 Mob
0

ପାଲ୍‌ଘର(ମହାରାଷ୍ଟ୍ର) : ବୈଧ ପାସପୋର୍ଟ ନଥାଇ ଭାରତରେ ବସବାସ କରୁଥିବା କାରଣରୁ ସ୍ଥାନୀୟ ଅଦାଲତ ବାଂଲାଦେଶର ଜଣେ ନାଗରିକଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିବା ସହ ୨୦,୦୦୦ ଟଙ୍କା ଜୋରିମାନା ଲାଗୁ କରିଛନ୍ତି। ବାବୁ ରଜାକ୍‌ ମଣ୍ଡଳ ନାମକ ଏହି ବ୍ୟକ୍ତି ସ୍ଥାନୀୟ ଏକ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ। ଅଭିଯୋଗ ମିଳିବାପରେ ପୁଲିସ ୨୦୧୩ରେ ରଜାକ୍‌କୁ ଗିରଫ କରିଥିଲା।

Leave A Reply