www.samajalive.in
Saturday, December 6, 2025
15.1 C
Bhubaneswar

ନାଳରୁ ୪ ବର୍ଷ ଝିଅର ଗଳିତ ମୃତଦେହ ଉଦ୍ଧାର

ବଣାଇ: ନାଳରୁ ଜଣେ ୪ ବର୍ଷ ଝିଅର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗୁରୁଣ୍ଡିଆ ଥାନା ଜଡ଼ା ଗାଁର ଏକ ନାଳରୁ ଜଣେ ୪ ବର୍ଷ ଝିଅର ଗଳିତ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ୨ ଦିନ ତଳୁ ନିଖୋଜ ଥିଲା, ଝିଅକୁ ହତ୍ୟା ପରେ ଫିଙ୍ଗିଥିବା ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଝିଅକୁ ହତ୍ୟା ପରେ ଫିଙ୍ଗିଥିବା ଦେଇଥିବା ନେଇ ପରିବାର ପକ୍ଷରୁ ଗୁରୁଣ୍ଡିଆ ଥାନାରେ ଅଭିଯୋଗ କରାଯାଇଛି । ୪ ବର୍ଷର ଝିଅକୁ ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତିଙ୍କୁ ଅଟକ ରଖିବା ସହ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories