www.samajalive.in
Saturday, December 6, 2025
23.1 C
Bhubaneswar

ବାହାନଗା ଟ୍ରେନ ଦୁର୍ଘଟଣା ; ବହିଷ୍କାରକୁ ବିରୋଧ କରି ରେଳ କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ

ବାଲେଶ୍ଵର : ବାହାନଗା ଟ୍ରେନ ଦୁର୍ଘଟଣାରେ ଦୁଇ ରେଳ କର୍ମଚାରୀଙ୍କ ବହିଷ୍କାରକୁ ବିରୋଧ କରି ରେଳ କର୍ମଚାରୀ କଳା ବ୍ୟାଚ ପରିଧାନ କରିଛନ୍ତି । କେବଳ ବାଲେଶ୍ୱରରେ ନୁହେଁ ସାରା ଦେଶର ପ୍ରାୟ ୩୯ ହଜାର ରେଳ ଅପରେଟିଙ୍ଗ ଷ୍ଟାଫ କଳାବ୍ୟାଚ ପିନ୍ଧିଛନ୍ତି । ବାହାନଗା ଟ୍ରେନ ଦୁର୍ଘଟଣା ଦିନ ଦାୟିତ୍ୱରେ ଥିବା ଷ୍ଟେସନ ମାଷ୍ଟର ଓ ଡିଭିଜନାଲ ଟ୍ରାଫିକ ଇନ୍ସପେକ୍ଟରଙ୍କୁ ବହିଷ୍କାର ନିର୍ଦ୍ଦେଶ ପରେ କଳାବ୍ୟାଚ ପରିଧାନ କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories