www.samajalive.in
Saturday, December 6, 2025
26.1 C
Bhubaneswar

ଜିଲା କାରାଗାରରେ ଏସପିଙ୍କ ଚଢ଼ଉ, ନିଶାଦ୍ରବ୍ୟ ଜବତ

ବଲାଙ୍ଗିର: ବଲାଙ୍ଗିର ଜିଲା କାରାଗାରରେ ବେଆଇନ କାର୍ଯ୍ୟକଳାପ ସହ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗରେ ଶୁକ୍ରବାର ସକାଳେ ପୁଲିସ ପକ୍ଷରୁ କାରାଗାରରେ ଚଢ଼ଉ କରାଯାଇଛି । ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ସଦର ଏସଡିପିଓ ପ୍ରଦୀପ ସାହୁ, ଟାଉନ ଥାନା ଅଧିକାରୀ ଅବନୀ ସାହୁ, ସଦର ଥାନା ଅଧିକାରୀ ରାଜକୁମାର ବିଶ୍ଵାଳ, ଲକ୍ଷ୍ମୀଯୋର ଥାନା ଅଧିକାରୀ ଅନିତା ପଧାନଙ୍କ ସହ ୨ ପ୍ଲାଟୁନ ଫୋର୍ସ କାରାଗାରରେ ଚଢ଼ଉ କରିଥିଲେ।

ସକାଳ ପ୍ରାୟ ୭ଟାରେ ଜିଲ୍ଲା କାରାଗାର ଅଧିକ୍ଷକ ସର୍ବେଶ୍ଵର ସାହୁଙ୍କ ଉପସ୍ଥିତିରେ ପୁଲିସ କାରାଗାରର ୧୨ ୱାର୍ଡ, ରୋଷେଇଘର, ଡାଇନିଂ ସହ ବିଭିନ୍ନ ସେଲ୍ ଉପରେ ଚଢ଼ାଉ କରି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ କାରାଗାର ଭିତରୁ ଭାଙ୍ଗ, ବିଡ଼ି, ଲାଇଟର, ଷ୍ଟ୍ରିମିଂ ମେସିନ ଭଳି ଆପତ୍ତିଜନକ ଜିନିଷ ଜବତ ହୋଇଥିଲା। ପୁଲିସ ଚଢ଼ାଉ ସମୟରେ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ।

୨୪ ଅଗଷ୍ଟରେ ଏକାଠି ହେବେ ଶୁକ୍ର-କେତୁ ; ଏହି ରାଶି ହେବେ ଭାଗ୍ୟଶାଳୀ..

- Advertisement -

 

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories