www.samajalive.in
Saturday, December 6, 2025
15.1 C
Bhubaneswar

ରବିବାର କରନ୍ତୁ ଏହି ଉପାୟ, ଦୂର ହେବ ଆର୍ଥିକ ସଂକଟ

ଆପଣଙ୍କର ଆର୍ଥିକ ସଂକଟରେ ଗତି କରୁଛନ୍ତି କି? ଆପଣ ବହୁତ ଚେଷ୍ଟା କରି ମଧ୍ୟ ହାତରେ ଟଙ୍କା ରହୁନି ଏବଂ ଆପଣଙ୍କର ସମ୍ମାନହାନି ଘଟୁଛି ତେବେ ରବିବାର ଏହି ଉପାୟ ଗ୍ରହଣ କଲେ ଧନ ଓ ସମ୍ମାନ ଦୁଇଟି ଯାକ ଆପଣ ହାସଲ କରି ପାରିବେ ।  ଜାଣନ୍ତୁ ଉପାୟ….

ରବିବାରକୁ ସୂର୍ୟ୍ୟ ଦେବତାଙ୍କ ଦିନ ଭାବରେ ଜଣାଯାଏ । ସୂର୍ୟ୍ୟ ଦେବତ ହେଉଛନ୍ତି ଯଶ ବା ବୈଭବର ଦେବତା । ତାଙ୍କୁ ପୂଜା କରିବା ଦ୍ୱାରା ଧନ-ଧାନ୍ୟ ଓ ସୁଖ-ସମୃଦ୍ଧି ହାସିଲ ହୋଇଥାଏ ।

- Advertisement -

ରବିବାର ରାତିରେ ଏକ ଗ୍ଲାସ୍ କ୍ଷୀର ଶେଯ ପାଖରେ ରଖି ଶୋଇବେ । ସାବଧାନରେ ଶୋଇବେ ଯେପରି ହାତ ବାଜି କ୍ଷୀର ଢାଳି ନ ଯାଏ । ପର ଦିନ ସକାଳୁ ଉଠି ସ୍ନାନ ସାରି ସେହି କ୍ଷୀରକୁ ନେଇ ବବୁଲ ବୃକ୍ଷ ମୂଳରେ ଢାଳିବେ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଆର୍ଥିକ ଅନଟନ ଦୂର ହେବା ସହ ସୁଖ ଓ ସମୃଦ୍ଧି ହାସିଲ ହେବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories